ଆଜି ବିଶ୍ୱ ଏଡ୍‌ସଦିବସ : ୨୦୩୦ ସୁଦ୍ଧା ଏଡ୍‌ସକୁ ଜନ ସ୍ୱାସ୍ଥ୍ୟ ବିପଦ ଭାବେ ସମାପ୍ତ କରାଯିବ

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ଏଡ୍‌ସଦିବସ। ଏଚ୍‌ଆଇଭି ଭୂତାଣୁର ସଂକ୍ରମଣ ଯୋଗୁଁ ହେଉଥିବା ଏଡ୍‌ସ ରୋଗର ଭୟାନକ ପରିଣତି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ଉତ୍ସର୍ଗୀକୃତ। ଏଚ୍‌ଆଇଭି ସଂକ୍ରମିତ ଲୋକଙ୍କୁ ସମର୍ଥନ ଓ ସହାନୁଭୂତି ପ୍ରଦର୍ଶନ ସହ ଏଡ୍‌ସ ଜନିତ ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସ୍ମରଣ କରିବା ଏବଂ ନୂତନ ସଂକ୍ରମଣକୁ ରୋକିବା ପାଇଁ ଅଧିକ ପ୍ରୟାସ କରିବା ଉଦ୍ଦେଶ୍ୟରେ ବିଶ୍ୱବ୍ୟାପୀ ଲୋକମାନଙ୍କ ପାଇଁ … Continue reading ଆଜି ବିଶ୍ୱ ଏଡ୍‌ସଦିବସ : ୨୦୩୦ ସୁଦ୍ଧା ଏଡ୍‌ସକୁ ଜନ ସ୍ୱାସ୍ଥ୍ୟ ବିପଦ ଭାବେ ସମାପ୍ତ କରାଯିବ